କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅଗ୍ନିଶମ ବିଭାଗ ଅଧିକାରୀ ବିଶ୍ଵନାଥ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କର୍ମଚାରୀମାନେ ଅଚାନକ ଜଳୁଥିବା ନିଆଁକୁ କିପରି ଲିଭାଯିବ ସେନେଇ ଉପସ୍ଥିତ କର୍ମଚାରୀମାନଙ୍କୁ ମକଡ୍ରିଲ ମାଧ୍ୟମରେ ତାଲିମ ଦେଇଥିଲେ ।
Credible Local News of Odisha