ଜିଲା ସ୍ତରୀୟ ସମବାୟ କର୍ମଶାଳା

କେନ୍ଦୁଝର ଜିଲ୍ଲା ସ୍ତରୀୟ ସମବାୟ କର୍ମଶାଳା ସ୍ଥାନୀୟ ଶ୍ରୀ କ୍ଷେତ୍ର ଇଣ୍ଟରନାସନାଲ ହୋଟେଲ ଆଭ୍ୟର୍ଥନା କକ୍ଷରେ ଅନୁଷ୍ଠିତ ହୋଇଛି।

ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣି ମୁର୍ମୁ,ବିଧାୟକ ଭାଗୀରଥି ସେଠୀ, ଜଗନ୍ନାଥ ନାୟକ,ବିଜେଡ଼ି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ସମବାୟ ନିର୍ବାଚନ ଓ ଏହାକୁ ନେଇ ସମବାୟ ଗୁଡ଼ିକର କାମ କାର୍ଯ୍ୟ, ସମବାୟ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes