ଜାରିପୁର ଛକରେ ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତା ଅବରୋଧ

ପୁରୀ ଜିଲ୍ଲା ବ୍ରହ୍ମଗିରି କାଣ୍ଡଗଡ଼ା କଲେଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପ୍ରକୃତ ହତ୍ୟାକାରୀକୁ ଗିରଫ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଲୋକେ।

ଜାରିପୁର ଛକରେ ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତା ଅବରୋଧ କରିଛନ୍ତି ଲୋକେ।ମହିଳା ଜଣଙ୍କ ୭ରେ ନିଖୋଜ ଥିଲେ, ୮ରେ ସ୍ୱାମୀ ଅଭିଯୋଗ କରିଥିଲେ।୧୨ ତାରିଖରେ କଲେଜ ନିକଟ ବିଲରୁ ମୃତଦେହ ଉଦ୍ଧାର ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes