ଜାତୀୟ ମହିଳା ହକିରେ ଓଡିଶା ଜିତିଲା ସ୍ବର୍ଣ୍ଣ ପଦକ

ଜାତୀୟ ମହିଳା ହକିରେ ପ୍ରଥମ ଥର ଓଡିଶା ସ୍ବର୍ଣ୍ଣ ପଦକ ହାସଲ କରିଛି l ଆଜି କର୍ଣ୍ଣାଟକକୁ 2-0 ଗୋଲରେ ପରାସ୍ତ କରି ଓଡିଶା ବିଜୟୀ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes