ଜାତୀୟ ଚେସ ଚମ୍ପିୟାନ ଓଡ଼ିଶା ଟିମରେ କେନ୍ଦୁଝର ଖେଳାଳି

ଭୁବନେଶ୍ୱର କିଟ ବିଶ୍ଵବିଦ୍ୟାଳୟରେ ଚାଲିଥିବା ଜାତୀୟ ଓପନ ଚେସ ଚାମ୍ପିଅନସିପ ୨୦୨୨ ରେ ୧୩ ବର୍ଷ ରୁ କମ ବୟସ ବର୍ଗ ରେ ଓଡ଼ିଶା ପାଇଁ କେନ୍ଦୁଝର ଜିଲ୍ଲା ର ଆୟୁଷ୍ମାନ ମିଶ୍ର ପ୍ରତିନିଧିତ୍ଵ କରୁଛନ୍ତି।

କେନ୍ଦୁଝର ପୁରୁଣା ସହର ଦେବାଶିଷ ମିଶ୍ର ଓ ଶିଳ୍ପାଶ୍ରୀ ମିଶ୍ର ଙ୍କ ପୁତ୍ର ଆୟୁଷ୍ମାନ ଆଜି ପଶ୍ଚିମ ବଙ୍ଗ ଓ ମଧ୍ୟ ପ୍ରଦେଶ ସହିତ ଖେଳିବେ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes