ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଖେଳାଳି

ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଯାଜପୁରର ଆଦିବାସୀ ଝିଅ ନାମସୀ ଜାରିକା ଓଡ଼ିଶା ଜୁନିଅର ହକି ଦଳର ଅଧିନାୟକତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି ।

ସେହିଭଳି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବଡ଼ପୋଷୀ ଗ୍ରାମର ଲାସ୍ୟମୟୀ ମହାନ୍ତ ଜାତୀୟ ଭଳିବଲ ଦଳରେ ସଦସ୍ୟ ହୋଇ ଥାଇଲାଣ୍ଡରେ ହୋଇଥିବା ପ୍ରତିଯୋଗିତାରେ ଭାରତ ପାଇଁ ଖେଳିଛନ୍ତି । ନିଜ ନିଜ ଜନ୍ମ ମାଟିକୁ ଫେରିବା ପରେ ଏହି ଦୁଇ ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes