ଜାଙ୍ଗିଡ଼ିତୁଲ ଗାଁରେ ଆଜି ସକାଳୁ ଭୂସ୍ଖଳନ

ଲଗାଣ ବର୍ଷା ଫଳରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଜାଙ୍ଗିଡ଼ିତୁଲ ଗାଁରେ ଆଜି ସକାଳୁ ଭୂସ୍ଖଳନ ହୋଇଛି।

ହେଲେ ଗ୍ରାମବାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes