ଜଳ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ଅନୁଗୁଳ ଜିଲ୍ଲା ସନ୍ଥପଡା‌ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଳର ସମସ୍ୟା ପାଇଁ ବୋରୱେଲ‌ର ବ୍ୟବସ୍ଥା କରିବା ପାଇଁ ଗ୍ରାମର ସରପଞ୍ଚ ସହଦେବ ସାହୁ ଉପଜିଲ୍ଲାପାଳ ବିଶ୍ବରଂଜନ ରଥକୁ ଆଜି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes