ଜରୁରୀକାଳୀନ ଚିକିତ୍ସା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ଟି ବେଡ୍ ବ୍ୟବସ୍ଥା

ପୁରୀରେ ରଥଯାତ୍ରା ପାଇଁ ୬୯ଟି ଫାଷ୍ଟଏଡ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ୫୮ଟି ଆମ୍ବୁଲାନ୍ସ ସର୍ଭିସ୍, ୧୧୪ଟି ଷ୍ଟ୍ରେଚର ସର୍ଭିସ ବ୍ୟବସ୍ଥା ହୋଇଛି।

୧୪୫ ଡାକ୍ତର, ୭ ଫୁଡ୍ ସେଫ୍ଟି ଅଫିସର, ୪୦ ଫାର୍ମାସିଷ୍ଟ, ୩୦ ନର୍ସିଂ ଅଫିସର, ୪୫ ହେଲ୍‌ଥ ଅଫିସର ମୁତୟନ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରବଳ ଗୁଳୁଗୁଳି ଦୃଷ୍ଟିରୁ ୨୬ଟି ଏସି ବେଡ୍ ବ୍ୟବସ୍ଥା କରାଯାଇଛି ଏବଂ ପୁରୀ ହସ୍ପିଟାଲରେ ୨୦୦ ୟୁନିଟ୍ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ୍ ପ୍ରସ୍ତୁତ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version