ଜମି ବିବାଦରୁ ଗୁଳିକାଣ୍ଡ; ଜଣେ ମୃତ, ୪ ଆହତ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ଜମିଜମା ବିବାଦରୁ ଗୁଳିକାଣ୍ଡ ହୋଇଛି।

ପଡ଼ୋଶୀ ଘର ଲୋକ ଗୁଳି କରିଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes