ଜମି ବାଡ଼ି ବିବାଦରୁ ଭାଉଜକୁ ହତ୍ୟା କଲା ଦିଅର

ଜମିବାଡ଼ି ବିବାଦରୁ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଭୁଆଁପଡା ଗ୍ରାମ ନିକଟରେ ଭାଉଜକୁ ଆଜି ଦିଅର ହତ୍ୟା କରି ଫେରାର ହୋଇଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes