ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ କୋଲିୟରୀ ସ୍ଥିତ ଭୁବନେଶ୍ୱରୀ କୋଇଲା ଖଣି ଆଦିତ୍ୟ ବିର୍ଲା କମ୍ପାନୀରେ ସ୍ଥାନୀୟ ଜମିହରା ପ୍ରଜାଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ଆଜି ଜମିହରା ପ୍ରଜା ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି।
ଏହି ଆନ୍ଦୋଳନରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସାମିଲ ହୋଇଛନ୍ତି।