ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

ଭଞ୍ଜବିହାର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ୫୫ ନଂ ଜୋନ୍ ଜିଲ୍ଲା ପରିଷଦ ତପୋଇ ଦାସଙ୍କ ଅଧ୍ୟକ୍ଷତାରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।

କେଲୁଆପଲ୍ଲିର ଭାରପ୍ରାପ୍ତ ଚିକିତ୍ସଧିକାରୀ ଡ଼ଃ.ସୁଜିତ୍ ମହାପାତ୍ର, ଭଞ୍ଜବିହାର ସ୍ବାସ୍ଥ୍ୟକେନ୍ଦ୍ରର ଡ଼ା. ରୁଚି ମହାପାତ୍ର,ଆୟୁଷ ଡ଼ା.କୃଷ୍ଣ ଶରଣ ପାଳ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes