ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ତାଳଚେରର ହାଣ୍ଡିଧୂଆ-ଘଂଟପଡା ମାର୍ଗ ସ୍ଥିତ ନିର୍ମାଣାଧିନ ଓଭରବ୍ରିଜ୍ କାର୍ଯ୍ୟ ବିଳମ୍ବ ଏବଂ ଲେବଲ କ୍ରସିଂ ଫାଟକ ବାରମ୍ବାର ଦୀର୍ଘ ସମୟ ବନ୍ଦ ରହୁଥିବା ଦ୍ୱାରା ଲୋକେ ସମ୍ମୁଖିନ ହେଉଥିବା ସମସ୍ୟା, ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି, ବାଙ୍କଧରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥରୁ ଧୂଳି ସଫା କରିବା ଦାବୀ ନେଇ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜନବିକାଶ କଲ୍ୟାଣ ସଂଘର ଭୂପେନ୍ ଥମ୍ବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes