ଜନବସତି ଅଞ୍ଚଳରେ ମଦ ଦୋକାନକୁ ବିରୋଧ

ଭୁବନେଶ୍ୱର ୫୦ନଂ ୱାର୍ଡ ଜାଗମରା ଅଂଚଳରେ ମଦ ଦୋକାନକୁ ବିରୋଧ କରି ମହିଳାମାନେ ଦୋକାନର ସଟର ଭାଙ୍ଗି ନିଜେ ତାଲା ପକାଇଛନ୍ତି।

ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ଖଣ୍ଡଗିରି ଥାନା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes