ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅଏଁଲାଭଟା ଗାଁରେ ଜଣେ ନାବାଳକଙ୍କ ପେଟରେ ବର୍ଚ୍ଛା ପଶି ଯାଇଛି।
ଖେଳୁଥିବା ବେଳେ ଅସାବଧାନତାରୁ ପେଟରେ ବର୍ଚ୍ଛା ପଶିଗଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha