ଜଣା ଶୁଣା କର୍ମକାଣ୍ଡ ବିଦ୍ୱାନ ନାରାୟଣ ଦାଶଙ୍କ ପରଲୋକ

କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ବଡ଼ ପାଟଣା ପଂଚାୟତ ଦୁର୍ଗାଦେଇ ପୁର ଶାସନର କର୍ମ କାଣ୍ଡ ବିତ ପଣ୍ଡିତ ନାରାୟଣ ଦାଶ ଙ୍କ (୮୫) ବର୍ଷ ବୟସ ରେ ସୋମବାର ରାତ୍ରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ରେ ଦେହାନ୍ତ ଘଟିଛି। ସେ ଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ନିଜକୁ ଜନ ହିତକାର୍ଯ୍ୟ ସହ ଧର୍ମୀୟ ଅନୁଷ୍ଠାନ ସହ ଜଡିତ କରି ରଖିଥିଲେ।

ତାଙ୍କ ଦେହାନ୍ତ ରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ବ୍ଲକ ଅଧକ୍ଷ ବିଦ୍ୟା ଧର ଦାଶ, ବିଜେଡି ବ୍ଲକ ସଭାପତି ମାଧବା ନନ୍ଦ ପୃଷ୍ଟି, କର୍ମୀ ଅଜୟ ଦାଶ ଓ ଲଷ୍ମଣ ଦାଶ୍ ପ୍ରମୁଖ ବହୁ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ଛନ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes