ଜଣାଶୁଣା ପ୍ରେସ ଫଟୋଗ୍ରାଫର ଅଶୋକ ପଣ୍ଡାଙ୍କ ମୃତ୍ୟୁ

ରଥ ଯାତ୍ରା ଛବି ଉତ୍ତୋଳନ ପାଇଁ ପୁରୀ ଯାଉଥିବା ବେଳେ ଭୁବନେଶ୍ଵରର ଜଣା ଶୁଣା ପ୍ରେସ ଫଟୋଗ୍ରାଫର ଅଶୋକ ପଣ୍ଡାଙ୍କ ଆଜି ବିୟୋଗ ଘଟିଛି। ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରା ଯାଉଛି।

ସାତଶଙ୍ଖ ରାସ୍ତାରେ ତାଙ୍କ ଶରୀର ପଡ଼ିଥିବା ବେଳେ ଆମ୍ବୁଲାନ୍ସ ତାଙ୍କୁ କ୍ୟାପିଟାଲ ଡ଼ାକ୍ତର ଖାନାକୁ ଆଣିଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ସମୟ ଓ ଟାଇମ୍ସ ଅଫ ଇଣ୍ଡିଆର ଫଟୋ ଗ୍ରାଫର ଭାବେ କାମ କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes