ଜଟେସିଂହା କ୍ରିକେଟ କପ, ବାଗବର ଚାମ୍ପିଅନ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଖେଳପଡିଆରେ ଅନୁଷ୍ଠିତ ଜଟେସିଂହା କ୍ରିକେଟ କପ ଆଜି ଉଦଯାପିତ ହୋଇଯାଇଛି।

ଏଥିରେ ବାଗବର ଦଳ ନିର୍ଦ୍ଧାରିତ ରନ କରି ଚାମ୍ପିଅନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି, ସମାଜସେବୀ ବିନୋଭାନନ୍ଦ ପଧାନ ଓ ସହଦେଵ ମହାକୁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ପୁରସ୍କାର ବିତରଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes