ଜଙ୍ଗଲରେ ବେଆଇନ୍ ଆଶ୍ରମ ସିଲ୍ ସହ ବାବା ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଚଢ଼ାଉ କରି ବେଆଇନ୍ ଆଶ୍ରମ ସିଲ୍ କରିଛି।

ଏହା ସହ ବାବାଙ୍କୁ ଗିରଫ କରିଛି ବନବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes