ଜଙ୍ଗଲରେ ଛୁଆହାତୀର ମୃତଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନାଫ୍ରି ଜଙ୍ଗଲରେ ଛୁଆହାତୀର ମୃତଦେହ ଠାବ ହୋଇଛି।

ମୃତ ଛୁଆହାତୀର ବୟସ ୨ ମାସ ହୋଇଥିବା ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ଡିଏଫ୍ଓ ଓ ଅନ୍ୟ ବନ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes