ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିକଟ ବାଙ୍କୀ ରେଞ୍ଜର ଏକ ଟୁଙ୍ଗୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଛି।
ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଜବତ କରି ତଦନ୍ତ ଚଳାଇଛନ୍ତି।ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Credible Local News of Odisha