ଜଙ୍ଗଲରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନେଦାମ ଗାଁ ନିକଟ ଜଙ୍ଗଲରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ଘୁଁଟିବିଲ ଗ୍ରାମର ପିତାମ୍ବର ବେସରା ଏବଂ ଯୁବତୀ ହେଲେ ବାଘମୁଣ୍ଡା ଗ୍ରାମର କାରମି ବେସରା । ଉଭୟ ଗତ ୫ ଦିନ ହେବ ନିଖୋଜ ଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ଛତୁ ତୋଳିବାକୁ ଯାଇଥିବା ବେଳେ ମୃତଦେହ ଠାବ କରିଛନ୍ତି ଗ୍ରାମବାସୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes