ଅଗ୍ନିକାଣ୍ଡ ଘଟିଥିବା ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଜଗନ୍ନାଥଙ୍କ ଜମିରେ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
୨୨ ଡିସିମିଲ୍ ଜାଗା ଜଗନ୍ନାଥ ନାଁରେ ରହିଛି, ତାହା ଉଚ୍ଛେଦ କରାଯାଉ ହେଉ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଆଉ ସାଢ଼େ ୩ ଡିସିମିଲ କେମିତି ଜଣଙ୍କ ନାଁରେ ହେଲା ତଦନ୍ତ ଦାବି କରି ତହସିଲଦାରଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ।