ଜଉଁରାଭଉଁରା ହାଇସ୍କୁଲରେ ପ୍ରାଚୀର ପତ୍ରିକା ‘ସୃଜନୀ’ ଉନ୍ମୋଚିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜଉଁରାଭଉଁରା ହାଇସ୍କୁଲ ଠାରେ ‘ସୃଜନୀ’ ନାମରେ ଏକ ପ୍ରାଚୀର ପତ୍ରିକା ଉନ୍ମୋଚିତ ହୋଇଯାଇଛି ।

ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପୁରୋହିତଙ୍କ ଦ୍ଵାରା ଏହା ଉନ୍ମୋଚିତ ହୋଇଥିବା ବେଳେ ଶିକ୍ଷକ ସର୍ବେଶ୍ଵର ପୁଝାରୀ, ବାବୁଲୁ ମେହେର, ଏକଲବ୍ୟ ଦୀପ ଓ ପିଙ୍କୁ ସାହୁ ତଥା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes