ଛେଳି ଚୋରି କରି ଧରା ପଡ଼ିଲେ ୨ଜଣ ଯୁବକ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଖଲାଡ଼ି ଗ୍ରାମରେ ଆଜି ଛେଳି ଚୋରି କରି ୨ଜଣ ଧରାପଡିଛନ୍ତି ।

ଚୋରଙ୍କୁ ସ୍ଥାନୀୟ ଲୋକ ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି । ୨ଜଣଙ୍କ ଘର ବାଲେଶ୍ବରର ବୈଶିଙ୍ଗା ଅଞ୍ଚଳରେ ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes