ଛେଣ୍ଡିପଦାରେ 24 ଘଣ୍ଟାରେ 47.4 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ଆରକେ ନଗରରେ 50.2 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଛେଣ୍ଡିପଦାରେ 47.4 ଏବଂ ତାଳଚେରରେ 42 ମିମି ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes