ଛୁରା ମାଡରେ ଯୁବକ ଆହତ

ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗାଁ ନିକଟ କଲ୍ୟାଣ ମଣ୍ଡପରେ ଏକ ବ୍ରତଘର ଭୋଜିରେ ଗତକାଲି ଯୋଗ ଦେଇ ଫେରୁଥିବା ବେଳେ ଖଜୁରୀପଡା ଗ୍ରାମର ଦିବାକର ପାହାଡାସିଂହ ଓ ତାଙ୍କ ସାଥିମାନେ ଆକ୍ରମଣ କରିବାରୁ ନିରାକାରପୁର ଥାନା ରାମେଶ୍ବର ଗ୍ରାମର ମହେଶ୍ୱର ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି।

ଗୁରୁତର ଯୁଵକ ଜଣଙ୍କ ଭୂବନେଶ୍ୱର ସମ୍ ହସପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes