ଛାମୁଣ୍ଡା ପଞ୍ଚାୟତ ହାତୀପଡାରେ ହନୁମାନ ଜୟନ୍ତୀ

ସମ୍ବଲପୁର ଜିଲ୍ଲା ଛାମୁଣ୍ଡା ପଞ୍ଚାୟତ ହାତୀପଡା ଠାରେ ଥିବା ହନୁମାନ ମନ୍ଦିର ଠାରେ ଆଜି ବୀର ହନୁମାନ୍ ଜୟନ୍ତୀ ପାଳିତ ହୋଇଛି ।

ପଣ୍ଡିତ ଶିବ ନାରାୟଣ ପଣ୍ଡାଙ୍କ ପୌରହିତ୍ୟରେ ପୂଜାର୍ଚନା କରାଯାଇଥିବା ବେଳେ ଭକ୍ତ ପ୍ରସାଦ ହାତୀ ଓ ସ୍ୱପ୍ନା ହାତୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes