ଛାତ୍ରୀ ଆତ୍ମହତ୍ୟାର ତଦନ୍ତ ପାଇଁ ବିଜେବି କଲେଜରେ ମହିଳା କମିଶନ

ବିଜେବି କଲେଜ ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା ପଛରେ ରାଗିଙ୍ଗ ଥିବା ଅଭିଯୋଗ ପରେ ଆଜି ସନ୍ଧ୍ୟାରେ ମହିଳା କମିଶନ କଲେଜରେ ପହଞ୍ଚି ତଦନ୍ତ କରୁଛନ୍ତି l
କମିଶନ ହଷ୍ଟେଲ ୱାର୍ଡେନ ଓ ଅନ୍ୟମାନଙ୍କୁ ପଚରାଉଚୁରା କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes