ଛାତ୍ରାବାସ ଛାଡ଼ିଲେ ୧୫ ଅନ୍ତେବାସୀ

ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ କରି କୋରାପୁଟ ଜିଲ୍ଲା ଜୟପୁର ବୈପାରୀଗୁଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ସ୍କୁଲର ୧୫ ଅନ୍ତେବାସୀ ଛାତ୍ରାବାସ ଛାଡ଼ିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes