ଛଅ ସହରରେ ୪୩ ଡିଗ୍ରୀରୁ ଅଧିକ ତାତି, ବୌଦ୍ଧରେ ୪୪.୫

ଆଜି ରାଜ୍ୟରେ ଛଅ ସହରରେ ତାପମାତ୍ରା 43 ଡିଗ୍ରୀରୁ ଅଧିକ ଥିବା ବେଳେ ବୌଦ୍ଧରେ ତାପମାତ୍ରା ସର୍ବାଧିକ 44.5 ଡିଗ୍ରୀ ରହିଛି l 18 ସହରରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes