ଚୋରି ବାଇକ୍ ଉଦ୍ଧାର, ଦୁଇ ଗିରଫ

ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ଏକ ଲଜ ସାମ୍ନାରୁ ସିନ୍ନିବାସ ସାମଲଙ୍କ ବାଇକ୍ ଗତକାଲି ଚୋରି ହୋଇଥିବା ନେଇ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ।

ଏନେଇ ଆଜି ବଅଁରପାଳ ପୁଲିସ ଢେଙ୍କାନାଳ ଅଞ୍ଚଳର ତଳଗଡ ଗ୍ରାମରୁ ବାଇକ୍ ଉଦ୍ଧାର କରି ବାଇକ୍ ଚୋରି କରିଥିବା ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes