କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ଚାତରପାଣି ଗ୍ରାମର ବରବେଡା ସାହି ଏବଂ ଦୁବେଇପେଣ୍ଠ ଗ୍ରାମର ନୂଆ ସାହିର ଶତାଧିକ ମହିଳାମାନେ ମିଳିତ ଭାବେ ଗ୍ରାମ ନିକଟରୁ ଚୋରା ମହୁଲି ମଦ ଉଦ୍ଧାର କରି ଚାଲି ଚାଲି ସାହାରପଡା ତହସିଲ ସମ୍ମୁଖରେ ପହଞ୍ଚି ଧାରଣାରେ ବସିଛନ୍ତି l
ତେବେ ସେହି ଗ୍ରାମ ଗୁଡିକରେ ଚୋରା ମଦ ବିକ୍ରି ବନ୍ଦ କରିବା ପାଇଁ ମହିଳା ମାନେ ଦାବି କରିଛନ୍ତି l