ଚୋରା ଚାଲାଣ ହେଉଥିବା କାଠ ପଟା ଜବତ

ଚୋରାରେ ଚାଲାଣ ହେଉଥିବା ବେଳେ ୨୩.୯୨ ଘନଫୁଟ କାଠ ପଟା କୁ ପୋଲସରା ବନ ବିଭାଗ କର୍ମଚାରୀ ମାନେ ଜବତ କରିଥିବା ସ୍ଥାନୀୟ ବନ ଅଧିକାରୀ ସଚିନ କୁମାର ପ୍ରଧାନ ଜଣାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes