ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଅନ୍ତରିଣ ଜାମିନ

ଅସୁସ୍ଥ ଥିବାରୁ ଅଧିକ ଚିକିତ୍ସା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଜି ହାଇକୋର୍ଟ ସାତ ଦିନ ପାଇଁ ଅନ୍ତରିଣ ଜାମିନ ପ୍ରଦାନ କରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes