ଚିନି ଭାବି ୟୁରିଆ ସାର ଖାଇ ୪ ଅସୁସ୍ଥ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମ୍ପରଡ଼ା ଗାଁରେ ଘଟିଛି ଏଭଳି ଘଟଣା।

ଅସୁସ୍ଥଙ୍କ ଭିତରେ ରହିଛନ୍ତି ୩ ଶିଶୁ ଏବଂ ଜଣେ ବୃଦ୍ଧା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes