ଚିଟଫଣ୍ଡ ଠକେଇ ମାମଲାରେ ମହିଳା ନିର୍ଦ୍ଦେଶିକା ଗିରଫ

୭ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଢେଙ୍କାନାଳରୁ ନିର୍ଦ୍ଦେଶିକା ପଲ୍ଲବୀ ମିଶ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।

ସେ ପର୍ପଲ କ୍ୱାଲ୍‌ଭେସ୍ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍ ନିର୍ଦ୍ଦେଶିକା ଅଛନ୍ତି। ପଲ୍ଲବୀ ଆରବିଆଇ, ଏସ୍ଇବିଆଇର ବିନା ଅନୁମତିରେ ଲୋକଙ୍କ ଟଙ୍କା ସେୟାର ମାର୍କେଟରେ ଲଗାଉଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes