ଚିକେନ ଦର ବୃଦ୍ଧିରେ ଆମିଷପ୍ରେମୀଙ୍କ ଅସନ୍ତୋଷ

ରାଜ୍ୟରେ ଚିକେନ ଦର ଏକ ସପ୍ତାହ ମଧ୍ୟରେ ପ୍ରାୟ ଶହେ ଟଙ୍କା ବୃଦ୍ଧି ପାଇଥିବାରୁ ଆମିଷ ପ୍ରେମୀ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି l

ପୂର୍ବରୁ ଚିକେନ କିଲୋ 180 ରୁ 200 ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଏବେ ରାଜ୍ୟର ଅନେକ ସ୍ଥାନରେ 280 ରୁ 300 ଟଙ୍କାରେ ବିକ୍ରି ହେଉଥିବା ଗ୍ରାହକ ମାନେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes