ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ରୋଗୀ ସମ୍ପର୍କୀୟ ଭଙ୍ଗାରୁଜା କରିଛନ୍ତି।
୫୦ ହଜାର ଟଙ୍କା ନେବା ସତ୍ତ୍ୱେ ଠିକ୍ ଭାବେ ଚିକିତ୍ସା କରିନଥିବା ଅଭିଯୋଗ ହୋଇଛି। ଗତକାଲି ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିଲେ ନାବାଳକ।
Credible Local News of Odisha