ଚାଷ ଜମିର ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀ ନାକେଦମ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉସୁନି ଜମିରେ ଲାଗିଥିବା ନିଆଁ ଲିଭାଇଛି ଅଗ୍ନିଶମ।

ଚଳିତ ରବି ଋତୁ ଧାନ ଅମଳ ପରେ ଚାଷୀ ଜମିର ପୁଆଳକୁ ନିଆଁ ଲଗାଇ ସଫା କରୁଥିବା ବେଳେ ଟିକିଏ ପବନ ବୋହିବା ପରେ ନିଆଁ ଏ ଖେତରୁ ସେ ଖେତ ଚହଟି ବ୍ୟାପକ ଭାବରେ ଜଳୁଛି । ଯାହା ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି । ଲୋକଙ୍କଠୁ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes