ଚାଷ କାର୍ଯ୍ୟ ଆରମ୍ଭ କଲେ କୁଡୁମୀ ଚାଷୀ

ହରିଚନ୍ଦନପୁର ବ୍ଲକର ଅନ୍ତର୍ଗତ ନଳପଗାଂଠାରେ ଚାଷ ଜମି କୁ ନେଇ କୁଡୁୁମି ଓ ଜୁଆଙ୍ଗ ସମ୍ପ୍ରଦାୟ ମଧ୍ୟରେ ଲାଗି ଆସୁଥିବା ବିବାଦର ସାମୟିକ ସମାଧାନ ହୋଇଥିବା ବେଳେ ଆପୋଷ ବୁଝାମଣା ପରେ ପୋଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତି ରେ ଆଜି ଉକ୍ତ ବିବାଦୀୟ ଜମିରେ କୁଡୁମି ସମ୍ପ୍ରଦାୟ ର ଲୋକ ମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆଜି କୁଡୁମୀ ଚାଷୀ ଧାନ ତଳି ରୋଇଛନ୍ତି। ବିବାଦ ର ସମାଧାନ ପାଇଁ ଗତ ଜୁଲାଇ ୨୭ ତାରିଖରେ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଦରବାରହଲ ଠାରେ ଏକ ବୈଠକ ବସିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes