ଚାଷୀ ସମସ୍ୟାର ସମାଧାନ ଲାଗି ଏକ ସ୍ୱତନ୍ତ୍ର ଆଇନ ଆଣାଯାଉ: ନରସିଂହ

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାନସଭା ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗ ଉଠାଇ କହିଛନ୍ତି, ଚାଷୀ ସମସ୍ୟାର ସମାଧାନ ଲାଗି ଏକ ସ୍ୱତନ୍ତ୍ର ଆଇନ ଆଣାଯାଉ।

ପଦ୍ମପୁର ନିର୍ବାଚନକୁ ଆଖିରେ ରଖି ଚାଷୀଙ୍କ କଥା ଉଠାଯାଉଛି, ଶାସକ ଦଳ ଚାହିଁଲେ ଚାଷୀଙ୍କୁ ଏମ୍ଏସପି ସହାୟତା ଅଧିକ ଦେଇପାରିବେ ବୋଲି ନରସିଂହ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes