ଚାରୋଟି ଭାଷାରେ ଖୁବଶୀଘ୍ର ରିଲିଜ ହେବ ଫିଲ୍ମ “ମାଇଣ୍ଡଗେମ୍”

ଫିଲ୍ମ “ମାଇଣ୍ଡଗେମ୍” ଓଡ଼ିଆ, ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀରେ ଖୁବଶୀଘ୍ର ହଲରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମର ମୁଖ୍ୟ ଅଭିନେତା ମନୋଜ ମିଶ୍ର ସୂଚନା ଦେଇଛନ୍ତି l ସେ କହିଛନ୍ତି ଯେହେତୁ ଫିଲ୍ମ ଚାରୋଟି ଭାଷାରେ ରିଲିଜ ହେବ ଓ କାହାଣୀ ଅନୁସାରେ ସିନେମାର ନାଁ ଆମକୁ ଠିକ ଲାଗିଲା l

ଚାରୋଟି ଭାଷାରେ ଗୋଟିଏ ନାଁ ରଖିବାକୁ ଚାହୁଁଥିଲୁ ସେଥିପାଇଁ ବାଧ୍ୟ ହେଇ ଇଂରାଜୀ ନାମ ରଖିଛୁ l ଭଲ କାହାଣୀ, ରାଜେଶ ଟଚରିଭର ଭଳିଆ ଭଲ ନିର୍ଦ୍ଦେଶକ, ଆଉ ଅତୁଲ କୂଲକରନି ଭଳିଆ ଚମତ୍କାର ଅଭିନେତା ସହ ଏଥିରେ କାମ କରିବା ମୋ ପାଇଁ ଏକ ଅଦ୍ଭୁତ ଅଭିଜ୍ଞତା ବୋଲି ମନୋଜ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes