ଚାନ୍ଦିପୁରରେ ନାଭାଲ ଆଣ୍ଟି ସିପ ମିଜାଇଲର ସଫଳ ପରୀକ୍ଷଣ

ଓଡିଶା ଉପକୂଳ ଚାନ୍ଦିପୁରର ଆଇଟିଆରରେ ଆଜି ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ନାଭାଲ ଆଣ୍ଟି ସିପ ମିଜାଇଲକୁ ଭାରତୀୟ ନୌବାହିନୀ ପକ୍ଷରୁ ପରୀକ୍ଷା କରାଯାଇଛି l

ନୌବାହିନୀ ପକ୍ଷରୁ ପ୍ରଥମ ଥର କରାଯାଇଥିବା ଏହି ପରୀକ୍ଷା ସଫଳ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes