ଚାନ୍ଦପୁର ବିଦ୍ୟାଳୟରେ ୫-ଟି କାର୍ଯ୍ୟ ତଦାରଖ କଲେ ବ୍ଲକ ଅଧ୍ୟକ୍ଷ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଉଚ୍ଚ ବିଦ୍ୟାଳୟରେ ୫-ଟି କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଆଜି ଏହି କାର୍ଯ୍ୟକୁ ତଦାରଖ କରିଛନ୍ତି ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ । କାର୍ଯ୍ୟ ଦେଖିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes