ଚାକିରିରୁ ଅବସର ନେଉଥିବା ପୁଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଆଜି ସମ୍ବଲପୁର ଜିଲ୍ଲା ଏସପି କାର୍ଯ୍ୟାଳୟ ଠାରେ ଚାକିରୀରୁ ଅବସର ନେଉଥିବା ୭ ଜଣ ପୁଲିସ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଏସପି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଏସପି ବିଦାୟ ସମ୍ବର୍ଦ୍ଧନା ଦେବା ଅବସରରେ ପୁଷ୍ପଗୁଚ୍ଛା ତଥା ଉପଠୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version