ଚାଉଳ ଓ ଗହମ ଯୋଗାଣ ପରିବହନ ସକାଶେ ଟେଣ୍ତର ବିଜ୍ଞପ୍ତି

ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ଚାଉଳ ଓ ଗହମ ଯୋଗାଣ କରିବାକୁ ଇଚ୍ଛୁକ ପରିବହନ ସଂସ୍ଥା ତରଫରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ୨୫ ମଇ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes