ଚାଇଲଡ଼ ଲାଇନ ତରଫରୁ ସଚେତନତା

ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ତରଫରୁ ଆଜି ବିନିକା ବ୍ଲକ ବାଉଁଶୁଣୀ ଠାରେ ଶିଶୁ ଓ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ରେ ଚାଇଲଡ଼ ଲାଇନ ପ୍ରତିନିଧି ଆଷିଶ କୁମାର ନାୟକ, ରୋଜି ସା,ପ୍ରମୋଦ କୁମାର ମଲ୍ଲିକ,ପ୍ରଭାମାୟୀ ବେହେରା, ତୃପ୍ତିମୟୀ ପଧାନ,ଆନନ୍ଦିନୀ ଷାନ୍ଢ,ଉଧ୍ବବ ବାଘ, ଗାୟତ୍ରୀ ବହିଦାର, ସୁଦାମ ଗାଇଗରିଆ ଯୋଗ ଦେଇଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes