ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇ ପ୍ରଥମେ ରୋମରେ ଅନୁଷ୍ଠିତ ହେବାକୁ ଥିବା ଓ୍ବାର୍ଲଡ ଫୁଡ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ।
ପରେ ଭାଟିକାନ୍ ସିଟିରେ ସେ ପୋପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି।
Credible Local News of Odisha